GOOD
INDIA
ODISHA
Accident: ବାଇକ୍ ଉପରେ ଚଢ଼ିଗଲା ଟ୍ରକ: ବାପା, ୨ ପୁଅ ମୃତ; ମା’ ଓ ଜଣେ ପୁଅ ଗୁରୁତର

ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍। ଚାଲିଗଲା ବାପା ଓ ଦୁଇ ପୁଅଙ୍କ ଜୀବନ। ମା’ ଓ ଅନ୍ୟ ଜଣେ ପୁଅଙ୍କ ଅବସ୍ଥା ଗୁରୁତର ରହିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ଘଟିଛି ଏହି ଘଟଣା। ମୃତକମାନେ ହେଲେ ବାବୁଲାଲ ଗଣ୍ଡ ଓ ତାଙ୍କର ଦୁଇ ପୁଅ ପ୍ରଦୀପ ଗଣ୍ଡ (୬) ଓ ତୁଷାର ଗଣ୍ଡ (୩)। ଘଟଣା
Odisha Reporter पर मूल खबर पढ़ें ↗