GOOD
INDIA
ODISHA
Zeenat with her cubs in Similipal: ଛୁଆଙ୍କୁ ଧରି ଶିମିଳିପାଳ ଜଙ୍ଗଲରେ ବୁଲୁଛି ‘ଜିନ୍ନତ’

ଶିମିଳିପାଳ ପାଇଁ ପୁଣି ଖୁସି ଖବର। ବାଘୁଣୀ ‘ଜୀନ୍ନତ’ ସହ ତାର ଶାବକମାନେ ବୁଲୁଥିବା ଦେଖିବାକୁ ମିଳିଛି। ଶିମିଳିପାଳ କର୍ତ୍ତୃପକ୍ଷ ଏ ନେଇ ନିଜ ଏକ୍ସ ପେଜ୍ରେ ଏକ ଫଟୋ ଜାରି କରିଛନ୍ତି। ଏହି ଫଟୋରେ ବାଘୁଣୀ ଜୀନ୍ନତ ଆଉ ତାର ତିନି ଶାବକ ଏକ ସଙ୍ଗେ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳିଛି। ଜ
Read the original at Odisha Reporter ↗