Flag of Indiaसत्यमेव जयते
GOOD INDIA ODISHA

Youth swept away in drain: ଭୁବନେଶ୍ୱରରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ

ବର୍ଷା ଆସୁ ଆସୁ ରାଜଧାନୀ ଭୁବନେଶ୍ୱରରେ ଅଘଟଣ। ବାଣୀବିହାର ଡ୍ରେନ୍‌ରେ ଭାସି ଜଣେ ଯୁବକ ନିଖୋଜ। ପ୍ରବଳ ସ୍ରୋତରେ ସ୍ଥାନୀୟ ଜଣେ ଯୁବକ ଭାସି ଯାଇ ନିଖୋଜ ଥିବା ଜଣାପଡ଼ିଛି। ଅଗ୍ନିଶମ କର୍ମଚାରୀ ଓ ପୁଲିସ ପକ୍ଷରୁ ଖୋଜାଖୋଜି କରାଯାଉଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Odisha Reporter Sat, 04 Jul 2026 11:24
Read the original at Odisha Reporter ↗