CONTESTED
POLITICS
ODISHA
Who is Saransh Jain: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ: ୩୩ ବର୍ଷ ବୟସରେ ସୁଯୋଗ ପାଇଲେ ସାରାଂଶ ଜୈନ

ଘରୋଇ କ୍ରିକେଟରେ ବର୍ଷବର୍ଷ ଧରି କଠିନ ପରିଶ୍ରମ କରି ଚାଲିଥିବା ସାରାଂଶ ଜୈନଙ୍କୁ ଶେଷରେ ବଡ଼ ସଫଳତା ମିଳିଛି। ତାଙ୍କ ବୟସ ୩୩ ଛୁଇଁ ଥିବା ବେଳେ ପ୍ରଥମଥର ପାଇଁ ଭାରତୀୟ ଟେଷ୍ଟ ଟିମରେ ତାଙ୍କୁ ସୁଯୋଗ ମିଳିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ମଧ୍ୟପ୍ରଦେ
Read the original at Odisha Reporter ↗