GOOD
INDIA
ODISHA
Wall collapsed: ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର ଟାଉନ୍ ଥାନା ସରାସ ଗ୍ରାମରେ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ବାବର ଶେଖ। ଗୁରୁତର ଆହତଙ୍କ ନାଁ ମିଟୁ ଶେଖ। ସେମାନଙ୍କ ଘର ପଶ୍ଚିମବଙ୍ଗର ଜଂଘିପୁର ଗାଁରେ। ସରାସ ଗ୍ରାମର ବୀରେନ୍ଦ୍ର କୁମାର ଶର
Read the original at Odisha Reporter ↗