Flag of Indiaसत्यमेव जयते
GOOD INDIA ODISHA

Vigilance Trap: ସତ୍ୟନାରାୟଣଙ୍କର ସଂପତ୍ତିରେ ରହିଛି ଫ୍ଲାଟ୍‌, ୧୪ ଏକରର ଫାର୍ମ ହାଉସ ଓ ୩୨ ପ୍ଲଟ

‍ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ତାଙ୍କର କୋରାପୁଟ ଜିଲ୍ଲା ଜୟପୁରର ପାରାବେଡ଼ା ଅଞ୍ଚଳରେ ଥିବା ଭଡ଼ା ଘର ସମେତ ମୋଟ ୭ଟ

Odisha Reporter Fri, 19 Jun 2026 08:14
Read the original at Odisha Reporter ↗