GOOD
INDIA
ODISHA
Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଲା ARI

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲ କାଉପଡ଼ା ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ)। ତାଙ୍କ ନାଁ ସାଇଦର୍ଶିନୀ ଲେଙ୍କା। ସୁଶାନ୍ତ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଆରଆଇ ସାଇଦର୍ଶିନୀ ଲେଙ୍କାଙ୍କୁ ଧର
Read the original at Odisha Reporter ↗