GOOD
CRIME
ODISHA
Vigilance Raid: ଯନ୍ତ୍ରୀଙ୍କର ୧୮ ପ୍ଲଟ୍, ୨ କୋଠା ଓ ଆହୁରି ଅନେକ ସଂପତ୍ତି, ଜୁଆ ଖେଳିବାକୁ ଯାଉଥିଲେ ଶ୍ରୀଲଙ୍କା !

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (CADA)ର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କର ସମ୍ବଲପୁର, କଟକ, ବାଲେଶ୍ୱର ଓ ମାଲକାନଗିରି ସ୍ଥିତ ୭ଟି ଠିକଣାରେ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଶ୍ରୀ ନାୟ
Read the original at Odisha Reporter ↗