GOOD
CRIME
ODISHA
Vigilance Probe: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍, ୩୨ ଡାକ୍ତରଙ୍କ ସମେତ ମୋଟ ୯୩ ଜଣଙ୍କୁ କରିବ ପଚରାଉଚରା

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରିତକର୍ମା କୋଟିପତି କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ଦ୍ୱାରା ଅର୍ଥ ହେରଫେର ଅଭିଯୋଗ ମାମଲାରେ ଆଜି ଡାକ୍ତରଖାନାକୁ ଆସି ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍। ଏହି ମାମଲାରେ ଡାକ୍ତରଖାନାର ଡାକ୍ତର, ନର୍ସ, କିରାଣି ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କ
Read the original at Odisha Reporter ↗