ACCOUNTABILITY
POLITICS
ODISHA
Vigilance Case: ଜେଲ୍ ଗଲେ ପୁଲିସ ଏଏସ୍ଆଇ; ମିଳିଛି ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇଛନ୍ତି କଟକ ଜିଲ୍ଲା ଆଠଗଡ଼ ଥାନା ଏଏସ୍ଆଇ ଅମୀୟ କୁମାର ବେହେରା। ସେ ଯାଜପୁର ଜିଲ୍ଲା ଜେନାପୁର ଥାନାରେ ଥିବା ବେଳେ ଲାଞ୍ଚ ନେଇ ଧରାପଡ଼ିଥିଲେ। କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୪ ବର୍ଷ ସଶ୍ରମ
Read the original at Odisha Reporter ↗