GOOD
INDIA
ODISHA
Vigilance Action: ୩୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍: ଦୁଇ ପୂର୍ବତନ ପିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭିଜିଲାନ୍ସ ଶୁକ୍ରବାର ପୁରୀ ଜିଲ୍ଲାର ଦୁଇ ଜଣ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO)ଙ୍କୁ ଗିରଫ କରିଛି। ମଧୁବାବୁ ପେନସନ ଯୋଜନା (MBPY)ର ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥରୁ ୩୦ ଲକ୍ଷ ୭୮ ହଜାର ୬୨୦ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।
Read the original at Odisha Reporter ↗