ACCOUNTABILITY
CRIME
ODISHA
Verdict In 60 days: ଅପରାଧର ୬୦ ଦିନ ଭିତରେ ଆସିଲା ରାୟ: ୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ବୃଦ୍ଧକୁ ମିଳିଲା ମୃତ୍ୟୁଦଣ୍ଡ

Verdict: ତ୍ୱରିତ ନ୍ୟାୟର ଉଦାହରଣ ସୃଷ୍ଟି କରିଛନ୍ତି ପୁଣେର ଗୋଟିଏ ସ୍ୱତନ୍ତ୍ର କୋର୍ଟ। ଶିଶୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ୬୦ ଦିନ ଭିତରେ କୋର୍ଟ ଦେଇଛି ରାୟ। ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ୬୫ ବର୍ଷୀୟ ବୃଦ୍ଧକୁ ଆଜି କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି
Read the original at Odisha Reporter ↗