GOOD
INDIA
ODISHA
VB G RAM G ଜୁଲାଇ ପହିଲାରୁ ଓଡ଼ିଶାରେ ଲାଗୁ ହେବ ‘ଭିବି-ଜୀ ରାମ ଜୀ’ ଯୋଜନା: ଗାଁରେ ଲୋକଙ୍କୁ ମିଳିବ ୧୨୫ଦିନର ନିଶ୍ଚିତ ରୋଜଗାର

ଆସନ୍ତା ଜୁଲାଇ ପହିଲାରୁ ରାଜ୍ୟର ଗ୍ରାମାଂଚଳରେ ରହୁଥିବା ଗରିବ ଲୋକମାନଙ୍କୁ ୧୨୫ଦିନର ରୋଜଗାର ଗ୍ୟାରେଣ୍ଟି ମିଳିବ। ଦୁଇ ଦଶନ୍ଧି ପୁରୁଣା ‘ମନରେଗା ଯୋଜନା’ ପରିବର୍ତ୍ତେ ରାଜ୍ୟର ସମସ୍ତ ପଂଚାୟତରେ ଆସନ୍ତା ଜୁଲାଇ ପହିଲାରୁ ‘ବିକଶିତ ଭାରତ-ରୋଜଗାର ଗ୍ୟାରେଣ୍ଟି ଓ ଆଜୀବିକା ମିଶନ(ଗ୍ରାମୀଣ) ବ
Read the original at Odisha Reporter ↗