CONTESTED
POLITICS
ODISHA
UP Election 2027: ଅଖିଲେଶଙ୍କ ସହ ମେଣ୍ଟ କରିବାକୁ ଚାହୁଁଛନ୍ତି ଓୱେସୀ; କଟାକ୍ଷ କଲା ବିଜେପି

୨୦୨୭ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତା’ ପୂର୍ବରୁ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରିବାକୁ ଚାହୁଁଛନ୍ତି ଅସଦୁଦ୍ଦିନ୍ ଓୱେସୀଙ୍କ ନେତୃତ୍ୱାଧୀନ ଏଆଇଏମଆଇଏମ୍ (AIMIM)। ଏନେଇ ଓୱେସୀ ସିଧାସଳଖ ସମାଜବାଦୀ ପାର୍ଟି ମୁଖ୍ୟ ମୁଖ୍ୟ ଅଖିଲେଶ ଯାଦବଙ୍କ ନିକଟକୁ ବାର୍ତ୍
Read the original at Odisha Reporter ↗