CRISIS
INDIA
WEST BENGAL
TMC: ପୁଲିସ ଉପରେ ଆକ୍ରମଣ କରି ବନ୍ଧା ହେଲେ ଗିରଫ ଜାହାଙ୍ଗୀର ଖାନଙ୍କ ପତ୍ନୀ

TMC: ପୁଲିସ୍ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଆକ୍ରମଣ କରିବା ଘଟଣାରେ ଶେଷରେ ଗିରଫ ହୋଇଛନ୍ତି ଟିଏମସିର ପୂର୍ବତନ ବିଧାୟକ ଜାହାଙ୍ଗିର ଖାନଙ୍କ ପତ୍ନୀ। ପୂର୍ବରୁ ପଶ୍ଚିମବଙ୍ଗ ପୁଲିସ୍ ଜାହାଙ୍ଗୀର ଖାନଙ୍କୁ ଗିରଫ କରିଥିଲା। ସେହିପରି ତାଙ୍କୁ ହାଫ ପ୍ୟାଣ୍ଟ ପିନ୍ଧାଇ ରାସ୍ତାରେ ଏକାଧିକ ଥର
Read the original at Odisha Reporter ↗