GOOD
INDIA
ODISHA
TMCର କମାଣ କାହା ହାତରେ? ମମତା ଖେଳିଲେ ବଡ଼ ଗେମ୍! ସମସ୍ତେ କାବା…
ନୂଆଦିଲ୍ଲୀ,୨୩।୬: ତୃଣମୂଳ କଂଗ୍ରେସ (TMC)ରେ ବିଦ୍ରୋହ ପରେ ଏବେ ଦଳ ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଟିଏମସିର କମାଣ କାହା ହାତରେ ରହିବ ମମତା ବାନାର୍ଜୀ ନା ଋତବ୍ରତ ବାନାର୍ଜୀ? ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ଋତବ୍ରତ ବାନାର୍ଜୀ ସୋମବାର ଏକ ନୂଆ ‘ନ
Read the original at ଧରିତ୍ରୀ ↗