CRISIS
POLITICS
ODISHA
TET Paper Leak: ଖେଳ ଶେଷ: ବିହାରରୁ ଧରାପଡ଼ିଲା ଟିଇଟି ପ୍ରଶ୍ନପତ୍ର ଲିକ୍ର ମାଷ୍ଟରମାଇଣ୍ଡ

TET Paper Leak: ମାସେ ହେଲା ଚାଲିଥିବା ଲୁଚକାଳି ଖେଳରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଧରାପଡ଼ିଛି ମହାରାଷ୍ଟ୍ର ଟିଚର ଏଲିଜିବିଲିଟୀ ଟେଷ୍ଟ(ଟିଇଟି) ପ୍ରଶ୍ନପତ୍ର ଲିକର ମାଷ୍ଟରମାଇଣ୍ଡ। ମହାରାଷ୍ଟ୍ର ପୁଲିସ୍ ମୁଖ୍ୟ ଅଭିଯୁକ୍ତ ବିଜେନ୍ଦ୍ର ଗୁପ୍ତାକୁ ବିହାରରୁ ଗିରଫ କରିବାକୁ ସକ୍ଷମ ହୋଇଛି। ଦେଶର
Read the original at Odisha Reporter ↗