GOOD
INDIA
ODISHA
Terrorist: କ୍ୟାମେରାରେ କଏଦ ହେଲା ୨ କୁଖ୍ୟାତ ଆତଙ୍କୀ ଚେହେରା, ଧରିବାକୁ ସର୍ଚ୍ଚ ଅପରେସନ ଜାରି

Terrorist: ଜମ୍ମୁ-କଶ୍ମୀରର ଶୋପିଆନରେ ବଡ଼ଧରଣର ଆତଙ୍କବାଦ ନିରୋଧ ଅପରେସନ। ସୁରକ୍ଷାକର୍ମୀଙ୍କ କ୍ୟାମେରାରେ କଏଦ ହୋଇଛି ଦୁଇ ଜଣ କୁଖ୍ୟାତ ଲସ୍କର-ଇ-ତାଏବା ଆତଙ୍କବାଦୀଙ୍କ ଚେହେରା। ଘଞ୍ଚ ଜଙ୍ଗଲିଆ ବଗିଚାରେ ସଶସ୍ତ୍ର ଆତଙ୍କବାଦୀ ବୁଲୁଥିବା ଜଣା ପଡ଼ିବା ପରେ ଆରମ୍ଭ ହୋଇଛି ବଡ଼ ଧରଣର ସର୍ଚ୍ଚ
Read the original at Odisha Reporter ↗