GOOD
POLITICS
ODISHA
Suresh Pujari faces protest from BJP workers: ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିଜେପି କର୍ମୀଙ୍କ ବିରୋଧ

ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ ହୀରମା ପଞ୍ଚାୟତର କନ୍ଦାଗାଡ଼ରେ ଶନିବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ତାଙ୍କ ଦଳର କର୍ମୀମାନେ ବିରୋଧ କରି ‘Go back’ ନାରା ଦେଇଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ କର୍ମୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ କର୍ମୀମାନେ ଶୁଣି ନଥିଲେ। ଆଜି ସକାଳ
Read the original at Odisha Reporter ↗