CONTESTED
POLITICS
ODISHA
Sujata may join BJD tomorrow: କାଲି ବିଜେଡିରେ ମିଶିବେ ସୁଜାତା!

କାଲି ବିଜେଡିରେ ମିଶି ପାରନ୍ତି ପୂର୍ବତନ ଆଇଏଏସ ଅଧିକାରୀ ତଥା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଆଜି ନବୀନ ନିବାସରେ ଦଳ କିଛି ବଡ଼ ନେତାଙ୍କୁ ନେଇ ବୈଠକ ବସିଥିବା ବେଳେ ବଢ଼ିଛି ଏହି ଚର୍ଚ୍ଚା। କୁହାଯାଉଛି, ସୁଜାତାଙ୍କ ଏଣ୍ଟ୍ରି ନେଇ ଆସନ୍ତାକାଲି ଶଙ୍ଖ ଭବନରେ ନବୀନ କରିପା
Odisha Reporter पर मूल खबर पढ़ें ↗