GOOD
INDIA
ODISHA
Subhadra ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ କିସ୍ତି: ଜୁଲାଇ ୨୫ ସୁଦ୍ଧା ଇ-କେୱାଇସି ନକଲେ ମିଳିବନି ଟଙ୍କା, ଏକାଥରକେ ୫ଟି କିସ୍ତିର ଟଙ୍କା ଦେବେ ସରକାର

ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ଟଙ୍କା ଦେବେ ରାଜ୍ୟ ସରକାର। ଏଥିପାଇଁ ଜୁଲାଇ ୨୫ତାରିଖ ସୁଦ୍ଧା ଇ-କେୱାଇସି ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରିବା ନିମନ୍ତେ ସମୟସୀମା ଧାର୍ଯ୍ୟ ହୋଇଛି। ନୂତନ ଆବେଦନକାରୀ ମହିଳାମାନେ ଯଦି ଜୁଲାଇ ୨୫ତାରିଖ ସୁଦ୍ଧା ସେମାନଙ୍କର
Read the original at Odisha Reporter ↗