GOOD
INDIA
ODISHA
Stampede ପୁରୀ ବଡ଼ଦାଣ୍ଡରେ ଦଳାଚକଟା: ଜଣେ ମୃତ,ଶତାଧିକ ଆହତ, ଫେଲ୍ ମାରିଲା କୋଟିକୋଟି ଟଙ୍କାର କମାଣ୍ଡ ସେଂଟର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଚଳିତବର୍ଷ ଅଘଟଣ ଘଟିଛି। ପୁରୀ ବଡ଼ଦାଣ୍ଡରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ଶତାଧକ ଆହତ ହୋଇଥିବା ଜଣାପଡ଼ିଛି। ପୁରୀ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ଦମ୍ଭୋକ୍ତି ତଥା ଦ
Read the original at Odisha Reporter ↗