Flag of Indiaसत्यमेव जयते
GOOD INDIA ODISHA

Stampede ରଥଯାତ୍ରା ଦଳଚକଟା: ପୁରୀ ଜିଲ୍ଲାପାଳ ଓ ଗୃହ ସଚିବ ରିପୋର୍ଟ ତଲବ କଲେ ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବାରମ୍ବାର ଭିଡ଼ ପରିଚାଳନାରେ ତ୍ରୁଟି ଓ ଦଳାଚକଟାଜନିତ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦ୍ୱାରା ଦାଏର ପିଟିସନ୍ ଓ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ଆଧାର କରି ଆୟୋଗ

Odisha Reporter Sat, 18 Jul 2026 16:43
Read the original at Odisha Reporter ↗