GOOD
INDIA
ODISHA
Show cause Notice to Naveen ଶିକ୍ଷା ବଂଚାଅ ଆନ୍ଦୋଳନରେ ସ୍କୁଲ ପିଲାଙ୍କ ଉପସ୍ଥିତିରେ ‘ଠୁମ୍କା’: ବିବାଦରେ ବିଜେଡି, ନବୀନଙ୍କୁ କାରଣଦର୍ଶାଅ ନୋଟିସ୍

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିବା ପାଇଁ ବିଜେଡିର ରାଜ୍ୟବ୍ୟାପୀ ‘ଶିକ୍ଷା ବଂଚାଅ ଆନ୍ଦୋଳନ’ରେ କୋମଳମତି ପିଲାମାନଙ୍କୁ ସାମିଲ କରିବା ଓ ଦଳୀୟ ନେତ୍ରୀମାନେ ‘ଠୁମକା’ ଲଗାଇବା ଘଟଣା ବିଜେଡିକୁ ବିବାଦଘେରକୁ ଟାଣିନେଇଛି। ସ୍କୁଲ ୟୁନିଫର୍ମରେ ଥିବା କୋମଳମତି ପିଲା
Read the original at Odisha Reporter ↗