Flag of Indiaसत्यमेव जयते
ACCOUNTABILITY POLITICS ODISHA

Sexual Exploitation Case: ଯୁବକଙ୍କ ବିରୋଧରେ ପ୍ରଥମେ ଯୌନ ଶୋଷଣ ଅଭିଯୋଗ ଆଣିଲେ, ପରେ ତାଙ୍କୁ ବାହା ହେବା ପାଇଁ ଥାନାରେ ଫିନାଇଲ ପିଇଲେ

ପ୍ରଥମେ ଜଣେ ଯୁବକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ। ଅଭିଯୋଗ ପରେ ପୁଲିସ୍‌ ଯୁବକଙ୍କୁ ଗିରଫ କରି ଜେଲ ପଠାଇଲା। ହେଲେ ଯୁବକ ଜେଲ ଯିବାର କିଛି ଘଣ୍ଟା ପରେ ଅଭିଯୋଗକାରୀ ଥାନାରେ ପହଞ୍ଚିଥିଲେ। ଜେଲରେ ଥିବା ଯୁବକଙ୍କୁ ବାହା ହେବାକୁ ଜିଦ କଲେ। ପୁଲିସ୍‌ କିଛି ନ ଶୁଣିବାରୁ ଶେଷରେ ଯୁବତୀ

Odisha Reporter Mon, 27 Jul 2026 11:02
Read the original at Odisha Reporter ↗