Flag of Indiaसत्यमेव जयते
RESPONSE POLITICS ODISHA

स्कूल बंद रहेंगे: सोमबार इस जिले के सभी स्कूल छुट्टी

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ରବିବାର ଜଗତସିଂହପୁର ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି।

Odisha Reporter Sun, 26 Jul 2026 09:50
Odisha Reporter पर मूल खबर पढ़ें ↗