GOOD
INDIA
ODISHA
School Textbooks ଗଣଶିକ୍ଷା ବିଭାଗର ଖାମଖିଆଲି ନୀତି ଯୋଗୁ ତ୍ରୁଟିପୂର୍ଣ୍ଣ ବହିକୁ ପଢ଼ିବେ ପିଲା: ଖସିଯିବେ କି ଦୋଷୀ, ବଢ଼ିଲା ସନ୍ଦେହ

ରାଜ୍ୟ ଗଣଶିକ୍ଷା ବିଭାଗର ଚରମ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ପିଲାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ପ୍ରାୟ ୧୭୦୦ ତଥ୍ୟଗତ ଓ ମୁଦ୍ରଣଜନିତ ତ୍ରୁଟି ଚିହ୍ନଟ ହୋଇଥିଲେ ମଧ୍ୟ ତାକୁ ସୁଧା
Read the original at Odisha Reporter ↗