GOOD
POLITICS
ODISHA
School ପାଠ୍ୟପୁସ୍ତକ ତ୍ରୁଟି: ‘ଷଡ଼ଯନ୍ତ୍ର’ ସନ୍ଦେହ କରିଥିଲେ ମୁଖ୍ୟମନ୍ତ୍ରୀ, ଏବେ ଖୋଳତାଡ଼ କରିବ କ୍ରାଇମବ୍ରାଂଚ, ଏଫଆଇଆର ଦାଖଲ ପାଇଁ ନିର୍ଦ୍ଦେଶ

ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ପଛରେ ‘ଷଡ଼ଯନ୍ତ୍ର’ର ସନ୍ଦେହ ବାରିବାର ପ୍ରାୟ ୧୬ଦିନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପାଠ୍ୟପୁସ୍ତକରେ ତ୍ରୁଟିଜନିତ ସମଗ୍ର ପ୍ରକ୍ରିୟାର କ୍ରାଇମବ୍ରାଂଚ ତଦନ୍ତ ହେବ। ଏସସିଇଆରଟି ନିର୍ଦ୍ଦେଶକ ଏନେଇ କ୍
Read the original at Odisha Reporter ↗