GOOD
INDIA
ODISHA
Road Accident News: ପୋଖରୀରେ ପଶିଗଲା ବରଯାତ୍ରୀ କାର୍; ୫ ମୃତ, ୨ ଗୁରୁତର

ପୋଖରୀରେ ପଶିଗଲା ବରଯାତ୍ରୀ କାର୍। ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଛାଟିଆ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ୭ ଜଣ ଯୁବକ ସେମାନଙ୍କର ଜଣେ ସାଙ୍ଗର ବାହାଘରରେ ଯୋଗ ଦେବାକୁ କାରରେ ଢେଙ୍କାନାଳ ସଦର ଥାନା ଅ
Read the original at Odisha Reporter ↗