CRISIS
POLITICS
ODISHA
Road Accident: ଓଭର ବ୍ରିଜ୍ ଉପରୁ ଖସି ପଡ଼ିଲା କାର, ଚାଳକ ମୃତ

ଗଞ୍ଜାମ ବେଲଗୁଣ୍ଠା ଥାନା ନୂଆଗାଁ ଓଭର ବ୍ରିଜ୍ରୁ ଏକ କାର ତଳକୁ ଖସି ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ମହାନ୍ତି। ତାଙ୍କ ଘର ଭଞ୍ଜନଗର ଏଲଆଇସି କଲୋନୀରେ। ଶୁକ୍ରବାର ଭୋରରେ ସୁନୀଲ କୌଣସି କାମରେ କାରରେ ବେଲଗୁଣ୍ଠା ଅଭିମୁଖେ ଯାଉଥିଲେ। ନୂଆଗାଁ ଓଭର ବ୍ରିଜ୍ରେ କାରଟି
Read the original at Odisha Reporter ↗