GOOD
INDIA
ODISHA
Road Accident: ସ୍କୁଟି ଉପରେ ଚଢ଼ିଗଲା ହାଇୱା; ବାପ-ଝିଅ ମୃତ

ଭୁବନେଶ୍ୱରରେ ୧୬ ନମ୍ବର ଜାତୀୟ ରାଜପଥରେ ଗଙ୍ଗପଡା ଛକରେ ଏକ ସ୍କୁଟିକୁ ହାଇୱାଟିଏ ପିଟି ଦେବାରୁ ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଛି। ନିକଟସ୍ଥ ଏକ ଘରୋଇ ସ୍କୁଲରୁ ଝିଅକୁ ନେଇ ବାପା ଘରକୁ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା। ଏହି ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍
Read the original at Odisha Reporter ↗