CONTESTED
POLITICS
ODISHA
Request For Euthanasia: ମିଳୁନି ଟୋକନ, ବିକ୍ରି ହୋଇପାରୁନି ଧାନ, 'ଇଚ୍ଛାମୃତ୍ୟୁ' ମାଗିଲେ ଯୁବଚାଷୀ

ଧାନ ବିକ୍ରି କରିପାରୁ ନଥିବାରୁ ବରଗଡ଼ ଜିଲ୍ଲାର ଜଣେ ଯୁବ ଚାଷୀ ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଛନ୍ତି। ଏହି ଚାଷୀଙ୍କ ନାଁ ଗୋପାଳ କୃଷ୍ଣ ସାହୁ। ତାଙ୍କ ଘର ମେଲଛାମୁଣ୍ଡା ଗାଁରେ। ଗୋପାଳ କୃଷ୍ଣ ସାହୁ ମଙ୍ଗଳବାର (ଗତକାଲି) ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଦେଶର ରାଷ
Read the original at Odisha Reporter ↗