Flag of Indiaसत्यमेव जयते
GOOD CRIME ODISHA

Rape in apartment: ଭୁବନେଶ୍ୱରରେ ଆପାର୍ଟମେଣ୍ଟରେ ଦୁଷ୍କର୍ମ: ମଉସାଙ୍କ ସହିତ ମାଉସୀଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଧୀନ ନୂଆସାହି ସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକାଙ୍କୁ ତାଙ୍କ ମଉସା ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କ ଘର କନ୍ଧମାଳ ଜିଲ୍ଲାରେ। ପାଠ ପଢ଼ିବା ପାଇ

Odisha Reporter Wed, 08 Jul 2026 14:19
Read the original at Odisha Reporter ↗