GOOD
POLITICS
ODISHA
Rain destroys thatched houses: Santhosh, deprived of all government schemes, seeks help
ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି ଘର କରି ରହିଆସୁଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷାରେ ତାଙ୍କ ଝାଟିମାଟି ଘର ସମ୍ପୂର୍ଣ୍ଣ ଭୂଷୁଡି ପଡିଛି। ଘର ଭାଙ୍ଗିବା ପରେ ବୃଦ୍ଧ
Read the original at ଧରିତ୍ରୀ ↗