Flag of Indiaसत्यमेव जयते
CRISIS POLITICS ODISHA

Protest: ୨ ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିବା ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା, ପ୍ରବଳ ଉତ୍ତେଜନା

Protest: ବିହାରର ସମସ୍ତିପୁର ଜିଲ୍ଲାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ହାରପୁର ଭିଣ୍ଡି ଗାଁରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ବୁଧବାର ପିଟିପିଟି ହତ୍ୟା କରିଥିଲେ। ଏହାର ପ୍ରତିବାଦରେ ଆଜି ଲୋକମାନେ ବଡ଼ ବିକ୍ଷୋଭ କରିଛନ୍ତି। ସେମାନେ ଜାତୀୟ ରାଜପଥ ୨୮କୁ ଅବରୋଧ କରି ହତ୍ୟାକାର

Odisha Reporter Thu, 18 Jun 2026 09:57
Read the original at Odisha Reporter ↗