STATE ACTION
POLITICS
ODISHA
Petrol and Diesel Price: ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ହ୍ରାସ କଲା ଏହି ଘରୋଇ ତୈଳ କମ୍ପାନୀ

Petrol and Diesel Price: ଭାରତର ସର୍ବବୃହତ୍ତ ଘରୋଇ ତୈଳ ରିଟେଲର ନାୟରା ଏନର୍ଜୀ ନେଇଛି ବଡ଼ ପଦକ୍ଷେପ। ଆଜି କମ୍ପାନୀ ପକ୍ଷରୁ ସମଗ୍ର ଦେଶରେ ପେଟ୍ରୋଲର ଲିଟର ପିଛା ଦାମ ୫ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୩ ଟଙ୍କା ହ୍ରାସ କରାଯାଇଛି। ବିଶ୍ୱ ତୈଳ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା
Read the original at Odisha Reporter ↗