ACCOUNTABILITY
POLITICS
ODISHA
Pellet Gun used against Protesters: ବିକ୍ଷୋଭକାରୀଙ୍କ ଉପରେ ପେଲେଟ ମାଡ଼: ପୁଲିସ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

କକ୍ରୋଚ ଜନତା ପାର୍ଟି ବା ସିଜେପିର ଯନ୍ତରମନ୍ତର ବିକ୍ଷୋଭ ବେଳେ ପୁଲିସ୍ ମେଟାଲିକ ପେଲେଟ ଗନର ବ୍ୟବହାର ପ୍ରସଙ୍ଗରେ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ବିକ୍ଷୋଭକାରୀଙ୍କ ବିରୋଧରେ ସୁରକ୍ଷାକର୍ମୀ ପେଲେଟ ଗନର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏହାର ଶୁଣାଣି କର
Read the original at Odisha Reporter ↗