GOOD
INDIA
ODISHA
Passport not document of citizenship: ଭାରତ ସରକାରଙ୍କ ବଡ଼ ଘୋଷଣା: ପାସପୋର୍ଟ ନାଗରିକତାର ପ୍ରମାଣ ନୁହେଁ

Passport: ପାସପୋର୍ଟ କେବଳ ଭାରତୀୟ ନାଗରିକଙ୍କୁ ଜାରି କରାଯାଏ। କିନ୍ତୁ ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ପାସପୋର୍ଟ ନାଗରିକତା ପ୍ରମାଣ କରୁଥିବା ଦସ୍ତାବିଜ ନୁହେଁ। ୧୪ତମ ପାସପୋର୍ଟ ସେବା ଦିବସ ଅବସରରେ ହିଁ ମନ୍ତ୍ରାଳୟ ପକ୍ଷରୁ ଏପରି ସ୍ପଷ୍ଟୀକରଣ ଆସିଛି। ଏହି ବୟାନ ପରେ ସୋଶାଲ ମିଡ
Read the original at Odisha Reporter ↗