Flag of Indiaसत्यमेव जयते
GOOD INDIA ODISHA

Pandian ଙ୍କ ଗୋଟିଚାଳନା: ବିଜେଡିରେ ଆସନ୍ତାକାଲି ମିଶିବେ ସୁଜାତା, ସାଧାରଣ କର୍ମୀ ନା ନବୀନଙ୍କ ଉତ୍ତରାଧିକାରୀ?

ଯାହା ଆଶଙ୍କା କରାଯାଉଥିଲା ତାହା ସତ ହେବାକୁ ଯାଉଛି। ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ରାଉତ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଶଙ୍ଖଭବନରେ ଦିନ ୧୨ଟାରୁ ୨ଟା ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟ

Odisha Reporter Wed, 24 Jun 2026 11:34
Read the original at Odisha Reporter ↗