STATE ACTION
POLITICS
ODISHA
One Officer, One Official Car Policy: ଆଉ ମନଇଚ୍ଛା ଗାଡ଼ି ବ୍ୟବହାର କରିପାରିବେନି ସରକାରୀ ବାବୁ: ଲାଗୁ ହେଲା ଜଣେ ଅଧିକାରୀ, ଗୋଟିଏ ଗାଡ଼ି ନିୟମ

One Officer, One Official Car Policy: ଏଣିକି ଆଉ ମନଇଚ୍ଛା ଗାଡ଼ି ବ୍ୟବହାର କରିପାରିବେ ନାହିଁ ସରକାରୀ ବାବୁ। ସରକାରୀ ଅଧିକାରୀଙ୍କ ଗାଡ଼ି ବ୍ୟବହାର ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି କେନ୍ଦ୍ର ସରକାର। ଦେଶରେ କେନ୍ଦ୍ର ସରକାର ଲାଗୁ କରିଛନ୍ତି ‘ୱାନ ଅଫିସର, ୱାନ ଅଫିସିଆଲ କାର୍’ ବା
Read the original at Odisha Reporter ↗