GOOD
INDIA
ODISHA
Oil Crisis ମିଳିଲା ଆଶ୍ୱସ୍ତି: ପହିଲାରୁ ହଟିବ ପେଟ୍ରୋଲ-ଡିଜେଲ ବିକ୍ରି କଟକଣା, ଓଡ଼ିଶାରୁ ହଟିବ କେବେ?

ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ତୈଳ ସଙ୍କଟର ସମାଧାନ ହୋଇଛି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ବିକ୍ରି ଉପରେ ଥିବା ସମସ୍ତ ସାମୟିକ କଟକଣାକୁ ଜୁଲାଇ ପହିଲାରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବେ। ଦେଶରେ ପେଟ୍ରୋଲ ଓ ଡିଜେଲର ଯୋଗାଣ ସ୍ୱାଭାବିକ
Read the original at Odisha Reporter ↗