Flag of Indiaसत्यमेव जयते
ACCOUNTABILITY POLITICS ODISHA

OHRC: ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୁକ୍ତ ଦର୍ଶାଇ ଗଣମାଧ୍ୟମ ଆଗରେ ଉପସ୍ଥାପନ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ

ନୟାଗଡ଼ ଜିଲ୍ଲାରେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ଦର୍ଶାଇ ପୁଲିସ ପକ୍ଷରୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରାଯିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଚୁପଚାପ ଛାଡ଼ି ଦିଆଯିବା ଘଟଣାକୁ ନେଇ ଦାଖଲ ହୋଇଥିବା ଅଭିଯୋଗର ଗୁରୁତ୍ୱକୁ ବିଚାରକୁ ନେଇ ଓଡ଼ିଶା ମାନବାଧିକାର ଆ

Odisha Reporter Sun, 28 Jun 2026 10:07
Read the original at Odisha Reporter ↗