Flag of Indiaसत्यमेव जयते
GOOD INDIA ODISHA

ପ୍ରବଳ ବର୍ଷା ରାସ୍ତା ତଳକୁ ଖସିଗଲା ଟ୍ରକ୍ | Odisha Reporter

ଲଗାଣ ବର୍ଷାର ପ୍ରକୋପରେ ବଢ଼ୁଛି ସଡ଼କ ଦୁର୍ଘଟଣା। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କୋଡ଼ାକଟା ଛକ ନିକଟରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ସ୍ପଷ୍ଟ ଦେଖାଯାଇନଥିବାରୁ ଏକ ବ୍ରାଣ୍ଡ ନ୍ୟୁ ହାଇୱା ଗାଡ଼ି ଜାତୀୟ ରାଜପଥ-୫୭ କଡ଼ରୁ ତଳକୁ ଖସିଯାଇଛି। #odishareporter #odisha #heavy

Odisha Reporter Tue, 07 Jul 2026 06:05
Read the original at Odisha Reporter ↗