Flag of Indiaसत्यमेव जयते
GOOD INDIA ODISHA

ନବୀନ ନିବାସରେ ଅଳକା- ଦୀପାଳି କଳି | Odisha Reporter

ଅଳକା ମହାନ୍ତି ନିଜର ଶତାଧିକ ସମର୍ଥକଙ୍କୁ ଧରି ଭୁବନେଶ୍ୱରସ୍ଥିତ 'ନବୀନ ନିବାସ'ରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହା ଝାରସୁଗୁଡ଼ା ଜିଲ୍ଲାରେ ତାଙ୍କର ରାଜନୈତିକ ପତିଆରା ଓ ସ୍ଥିତି ଜାହିର କରିବା ଏବଂ ଦୀପାଳି ଦାସଙ୍କୁ କାଉଣ୍ଟର କରିବା ଉଦ୍ଦେଶ୍ୟରେ ହୋଇଥିବା ଚର୍ଚ୍ଚା ହେଉଛି।

Odisha Reporter Sun, 12 Jul 2026 03:00
Read the original at Odisha Reporter ↗