GOOD
INDIA
ODISHA
ଭୁବନେଶ୍ୱରରେ ଲୁଟେରା ଆତଙ୍କ, ସୁନା ଦୋକାନରେ ବୁଲିଲା କଳାକନା | Odisha Reporter
ରଜ ସଂକ୍ରାନ୍ତିରେ ରାଜଧାନୀର ସୁନା ଦୋକାନରୁ ଲୁଟ । ଲୁଟେରା ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା । ଭୁବନେଶ୍ୱର ଶହୀଦ ନଗର ଥାନା ମହର୍ଷି କଲେଜ ପାଖରେ ଥିବା ରଶ୍ମି ଜୁଏଲାରୀରୁ ୧୨ ଗ୍ରାମରୁ ଅଧିକ ସୁନା ଓ ୨ କେଜିରୁ ଅଧିକ ରୂପା ଓ ୧୨ ହଜାର ଟଙ୍କା ନେଇ ଛୁ ମାରିଲେ ଲୁଟେରା। ଲୁଟ ସମୟର
Read the original at Odisha Reporter ↗