GOOD
INDIA
ODISHA
ଚାଷ ଜମିରେ ଲହଡି ଭାଙ୍ଗୁଛି ପାଣି | Odisha Reporter
ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ବଢ଼ୁଛି ବ୍ରାହ୍ମଣୀ ନଦୀର ଜଳସ୍ତର। ହଜାର ହଜାର ଏକର ଚାଷଜମି ବନ୍ୟାଜଳରେ ବୁଡ଼ିଯାଇଥିବା ବେଳେ ଚାଷୀଙ୍କ ପରିଶ୍ରମ ପାଣିରେ ମିଶିଯାଇଛି। ସେପଟେ ନଦୀକୂଳ ଭାଙ୍ଗିବା ଯୋଗୁଁ ଲଳେଇ, ଜକେଇକଲା ଓ ଜାଙ୍ଗଳା ଭଳି ଗାଁରେ ଭୟର ପରିବେଶ ସୃଷ୍ଟି ହୋଇ
Read the original at Odisha Reporter ↗