GOOD
INDIA
ODISHA
ଜଗାକୁ ଡାକିଲି ମୋ ଝିଅ ମିଳିଗଲା.. | Odisha Reporter
‘ମୋ’ ଝିଅ ହଜି ଯାଇଥିଲା। ସାତ ଦିନ ପର୍ଯ୍ୟନ୍ତ କିଛି ଖୋଜ ଖବର ପାଇଲିନି। ଜଗା ଆଗରେ କାନି ପାତି ଦୁଃଖ ଜଣାଇଲି। ଜଗା ମୋ’ ଦୁଃଖ ଶୁଣିଲା ଓ ମୋ’ ଝିଅ ମିଳିଗଲା। ’ ଏପରି ଭାବେ ନିଜ ଅନୁଭୂତି ବଖାଣିଛନ୍ତି ଜଣେ ଶ୍ରଦ୍ଧାଳୁ। #LordJagannath #JagannathMahaprabhu #Puri #odishareporte
Read the original at Odisha Reporter ↗