Flag of Indiaसत्यमेव जयते
GOOD INDIA ODISHA

ରଥଯାତ୍ରା ସମୀକ୍ଷା ପରେ ଡିଜିପିଙ୍କ ବଡ଼ ସୂଚନା | Odisha Reporter

ରଥଯାତ୍ରା ସମୀକ୍ଷା ପରେ ଡିଜିପିଙ୍କ ବଡ଼ ସୂଚନା, ରାଜ୍ୟ ପୋଲିସ ସହ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ରହିବେ । CRPF, BSF, RAFଙ୍କୁ ମିଶାଇ ୧୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ରହିବେ । ତଟ ସୁରକ୍ଷା ଦାୟିତ୍ବରେ ନାଭି, କୋଷ୍ଟଗାର୍ଡ, ମେରାଇନ ପୋଲିସ ରହିବେ । #RathYatra2026 #OdishaPolice

Odisha Reporter Sat, 11 Jul 2026 09:19
Read the original at Odisha Reporter ↗