GOOD
INDIA
ODISHA
ମହାନଦୀରେ ବନ୍ୟା | Odisha Reporter
ମହାନଦୀରେ ବଢ଼ୁଛି ଜଳସ୍ତର, ବାଙ୍କୀ ଓ ତିଗିରିଆରେ ବନ୍ୟା ସ୍ଥିତି ଗମ୍ଭୀର। ସୁବର୍ଣ୍ଣପୁରର ହୁଳୁହୁଳା ପୋଲ ଉପରେ ପ୍ରାୟ ୫ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ସାଧାରଣ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି।
Read the original at Odisha Reporter ↗