GOOD
INDIA
ODISHA
ଆଣ୍ଠୁଏ ପାଣିରେ ପଶି ବୁଲୁଛନ୍ତି ବିଧାୟକ | Odisha Reporter
ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ଟପିବା ପରେ ବାଲେଶ୍ୱରର ବିଭିନ୍ନ ଗାଁକୁ ମାଡ଼ି ଆସୁଛି ବନ୍ୟା ଜଳ। ରାତି ଅଧରେ ସ୍ଥିତିର ସମୀକ୍ଷା କରିଛନ୍ତି ସଦର ବିଧାୟକ ମାନସ ଦତ୍ତ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ଓ ସମସ୍ତ ସରକାରୀ ବିଭାଗ ସତର୍କ ଓ ପ୍ରସ୍ତୁତ ରହିଛନ୍ତି।
Read the original at Odisha Reporter ↗